ଜମରାରେ ବିଜୟ ମହାପାତ୍ରଙ୍କ ବୈଠକ

ନିଶ୍ଚିନ୍ତକୋଇଲି : ଲୁଣା ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ଜମରା ପଞ୍ଚାୟତରେ ବିଜୟ ମହାପାତ୍ର ତାଙ୍କ ସମର୍ଥକଙ୍କୁ ନେଇ ବୈଠକ କରିଛନ୍ତି। ଏଥିରେ ଅନେକ ପୁରୁଣା ବିଜେଡି କର୍ମୀଙ୍କୁ ଦେଖିବାକୁ ମିଳିଛି। ପିତାମ୍ବର ପରିଜାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଯୋଗଦେଇ ସାରା ରାଜ୍ୟରେ ଜଳ ସଂକଟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମହାନଦୀ ଶୁଖିଲା ପଡ଼ିଛି। ବହୁସ୍ଥାନରେ ନଦୀର ମୁହାଣ ପୋତି ହୋଇଯିବା ଫଳରେ ନଦୀରେ … Continue reading ଜମରାରେ ବିଜୟ ମହାପାତ୍ରଙ୍କ ବୈଠକ